ବେଆଇନ ଇଟାଭାଟି ଉପରେ ଓଡାପଡା ରାଜସ୍ବ ବିଭାଗର ଚଢ଼ାଉ

0

ଓଡାପଡା ତା 02.06.23(ସା. ଆ. ମେ )ଗତକାଲି ଅପରାହ୍ନପ୍ରାୟ 4.30ମି ସମୟରେ ଓଡାପଡା ତହସିଲଦାର ବାଣିନିବେଦିତା ସ୍ୱାଇଁ, ଅତିରିକ୍ତ ତହସିଲଦାର ସୁମନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ମଙ୍ଗଳପୁର ରାଜସ୍ବ କ୍ଷେତ୍ର କୁରୁଣ୍ଟି ଗ୍ରାମ ବ୍ରାହ୍ମଣୀ ନଦୀ କୂଳରୁ ବେଆଇନୀ ଭାବେ ପୋଡା ମାଟି ଇଟା ଭାଟି ରଦ କରିବାସହ ଭାଟିରପ୍ରାୟ ତିରିଶ ହଜାର ପୋଡ଼ଇଟା ଜେସିବି ମେସିନ ଯୋଗେ ଭଙ୍ଗା ଯିବାସହ ପ୍ରାୟ ତିନିହଜାର ରୁ ଊର୍ଧ୍ୱ ଥାକ ମରା ଇଟା ନଷ୍ଟ କରାଯାଇଛି!ସୂଚନା ଅନୁଯାଇ OMMC ଅଧିନିୟମ ଅନୁଜାଇ ଚାରିଗୋଟି ବେଆଇନ ଭାବେ ମାଟି ଇଟା ଭାଟିରୁ ଦୁଇଲକ୍ଷକୋଡିଏ ହଜାରଟଙ୍କାଜୋରିମନା ଆଦାୟ ସହ ବେଆଇନ ଇଟା ଭାଟି ଗୁଡିକଚଢ଼ାଉ ଜାରୀ ବଳବତ୍ତର ରହିବାର ସୂଚନା ରହିଥିବେଳେ ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅଛୁତିଥିବାସହ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇନୀ ଶୃଙ୍ଖଳା ରକ୍ଷା ପ୍ରତି ତୀକ୍ଷ୍ଣ ନଜର ରଖିଛି!


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?