ଜିଲ୍ଲାରେ ବସିଲା ଦେବୀଙ୍କ ସ୍ୱତନ୍ତ୍ର ଦରବାର। ଆଉ ଏହି ଦରବାରର ମୂଖ୍ୟ ବିଚାରପତି ଭାବରେ ଉପସ୍ଥିତ ରହିଳେ ମା ହିଙ୍ଗୁଳା ଦେବୀ (Maa Hingula devi) । ପରମ୍ପରା ଅନୁଯାୟୀ ପ୍ରତି ୫ ବର୍ଷ ଅନ୍ତରାଳେ ବସିଥାଏ ଏହି ସ୍ୱତନ୍ତ୍ର କୋର୍ଟ। ଆଉ ଏଠାରେ ବିଭିନ୍ନ ପ୍ରକାର ମୋକଦ୍ଦମାର ଫଇସଲା ମଧ୍ୟ ହୋଇଥାଏ ।
Post Views: 203