ଗାଁ କଲ୍ୟାଣ ସମିତି ଅର୍ଥ ହରିଲୁଟ ଅଭିଯୋଗ

0

କିଶନନଗର 11.10.23 (ସା.ଆ.ମି) କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଗାଁ କଲ୍ୟାଣ ସମିତି ଅର୍ଥ ହରିଲୁଟ ର ଅଭିଯୋଗ ଆଣିଲେ ସେହି ଗ୍ରାମର ର ୱାର୍ଡ ମେମ୍ବର ବାବୁଲି ସେଠି ତାଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ବିଗତ ବର୍ଷରେ ଖର୍ଚ୍ଚର କୌଣସି ରେକର୍ଡସ ନାହିଁ | ଗାଁ କଲ୍ୟାଣ ସମିତି ନିୟମ ଅନୁସାରେ ପ୍ରତି ମାସରେ ଗୋଟିଏ ମୀଟିଙ୍ଗ ହବା କଥା କିନ୍ତୁ ବିଡମ୍ବନାର ବିଷୟ ତିନି ବର୍ଷରେ ବି ଗୋଟିଏ ମୀଟିଙ୍ଗ ହୋଇନାହିଁ? କିନ୍ତୁ ଅର୍ଥ ଉଠିଲା କେମିତି ବା କିଏ ଉଠାଇଲା ଆଉ କୋଉଠି ଖର୍ଚ୍ଚ ହୋଇଛି ଏହା ତଦନ୍ତ ସାପେକ୍ଷ୍ୟ | ଏଥିରୁ ସ୍ପଷ୍ଟ ଅନୁମେୟ କି ଅର୍ଥ ହେରାଫେରି ଅଭିଯୋଗ ସତ୍ୟ | ପ୍ରଶାସନ କୁ ବିନମ୍ର ଅନୁରୋଧ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?