ଢେଙ୍କାନାଳ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଜନଶୁଣାଣୀ ଶିବିର
ଢେଙ୍କାନାଳ ତା 28.08.23(ସା ଆ ମି )ଆଜି ଢେଙ୍କାନାଳ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠି ଙ୍କ ଅଧ୍ୟକ୍ଷତା ରେ ମିଳିତ ଜନଅଭିଯୋଗ ଶୁଣାଣି ହୋଇଥିଲା ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାପାତ୍ର, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ! ସୂଚନା ଅନୁଯାଇ ଶିବିରରେ 92ଟି ଅଭିଯୋଗ ପଞ୍ଜିକରଣ କରାଯାଇଥିଲା! ବ୍ୟକ୍ତିଗତ 56,ଗ୍ରାମୀଣ ସମସ୍ୟା 06,CMRF ନିମିତ୍ତ 07, ରେଡ଼କ୍ରସ ସହାୟତା ନିମନ୍ତେ 02ଟି ଆବେଦନ ଥିବାବେଳେ 21ଟି ଅଭିଯୋଗ ଶିବିରରେ ସମାଧାନ କରାଯାଇଛି! CMRF ପାଣ୍ଠିରୁ Rs 30,000ଓ ରେଡ଼କ୍ରସ ପାଣ୍ଠିରୁ Rs10,000ମୋଟ Rs40,000ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା! ଶିବିର ଟି ଶୃଙ୍ଖଳିତ ଭାବେ ସମ୍ପାଦିତ ହୋଇଥିଲା!
ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ