କାରଖାନା ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲରେ ଭେଟିଲେ ବିଧାୟିକା

0

ଢେଙ୍କାନାଳ,ତା 14.06.23(ସା. ଆ. ମି ) : ମଙ୍ଗଳବାର ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା କାନ୍ତବଣିଆ ସ୍ଥିତ
ଟାଟାଷ୍ଟିଲ ମେରାମଣ୍ଡଳୀ କାରଖାନା BFPP2ରେ ଏକ ଅଘଟଣ ଘଟିଥିଲା l ଏଥିରେ ଗୁରୁତର ହୋଇ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ହେଉଥିଵା ପୀଡିତଙ୍କୁ ବିଧାୟିକା ସୀମାରାଣୀ ନାୟକ ବୁଧବାରେ ଭେଟିଛନ୍ତି l
ହସ୍ପିଟାଲ କର୍ତୃପକ୍ଷଙ୍କ ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବିଧାୟକା ଆଲୋଚନା କରିବ ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?