ମୁଣ୍ଡ ଟେକିଲା ଭର୍ତ୍ତାକୁ ନେଇ ଜନ ଆନ୍ଦୋଳନ
ସାଆମି (07.09.14) ଯାଜପୁର ବିଜେପି ସରକାର ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ 60ବର୍ଷରେ 3000 ଏବଂ 80ବର୍ଷରେ 3500ଭତ୍ତା ଦେବେ ବୋଲି ଆଜକୁ ତିନିମାସ ହେବାକୁ ବସିଲାଣି ଏଯାଏଁ ଦେଇଥିବା କଥା ରକ୍ଷା କରୁନାହାନ୍ତି ଯାହାକୁ ନେଇ ଶ୍ରମିକ ନେତା ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକ ଆନ୍ଦୋଳନ ହେବାକୁ ଯାଉଅଛି ସାରା ଓଡ଼ିଶାରେ ବ୍ଲକ ଜିଲ୍ଲା ସ୍ତରରେ ବିକ୍ଷୋଭ କରିବା ସହିତ ବିଧାନସଭା ଅଚଳ କରାଯିବ ବୋଲି ଜଣା ପଡିଛି ଆସନ୍ତା 17ପରେ ପ୍ରତି ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ଓଡିଶା ଭତ୍ତା ପ୍ରଦାନ ସଙ୍ଘର୍ଷ ସମିତି ଅଭାହକ ବିଦ୍ୟାଧର ମହାନ୍ତି ସୂଚନା ଦେଇଛନ୍ତି