ଆଚରଣ ବିଦ୍ଧି ଉଲ୍ଲଙ୍ଘନ ଅଭିଯୋଗ

0

କଟକ 13.05 (ସା.ଆ.ମି) କଟକ ସଦର ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ର କାର୍ଯ୍ୟକ୍ରମରେ ୭ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁଭଦ୍ରା ଦାସଙ୍କ ଉପସ୍ଥିତିରେ ଦୁଇ ସି ଆର ପି ମହିଳା ଶ୍ରୀମତୀ ପୁଷ୍ପଲତା ଜେନା ଏବଂ ଅନ୍ୟ ଜଣେ ଶ୍ରୀମତୀ କବିତା ବେହେରା ଉଭୟେ ସୁଭଦ୍ରା ଦାସ ଙ୍କ ସହିତ ବିଜୁ ଜନତା ଦଳ ପାଇଁ ପ୍ରଚାର କରୁଛନ୍ତି | ଏହି ଘଟଣା କୁ ନିର୍ବାଚନ କମିଶନ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି |


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?