ରେଢଖୋଲରେ ଯୌନନିର୍ଯ୍ଯାତନା.ସଂର୍ପକିତ ଆଇନ ସଚେତନତା ଶିବିର
ସମ୍ବଲପୁର-(ସା.ଆ.ମି) ତା-୨୦/୧୦ ରେଢାଖୋଲ ଡିଏଫଓଙ୍କ କାର୍ଯ୍ଯାଳୟ ସଭାଗ୍ରୁହରେ ଶୁକ୍ରବାର କାର୍ଯ୍ଯ କ୍ଷେତ୍ରରେ ଯୌନନିର୍ଯ୍ଯାତନା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ାଓକିଲ ପରିକ୍ଷିତ
ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରରେ ଏଡିଜେ ଦୀପ୍ତୀ ପ୍ରକାଶ
ବ୍ରହ୍ମା,ସିନିୟର ସିଭିଲ ଜଜ ବେଦପ୍ରକାଶ,ଏଡିଜେ ଏମହ୍ରୁଷିକେଶ
ଖେମୁଣ୍ଡୁ ଡିଏଫଓ ଅରବିନ୍ଦ ମହାନ୍ତି ବିଡିଓ ମୋନଜ ମେହେର ପ୍ରମୁଖ
ଯୋଗଦେଇ କାର୍ଯ୍ଯକ୍ଷେତ୍ରରେ ମହିଳାମାନେ କିପରି ଯୌନନିର୍ଯାତନା
ଶିକାର ନହେବେ ସେ ସଂର୍ପକରେ ବରିଷ୍ଠ ବିଚାରପତିମାନେ ଆଲୋଚନା
କରିବା ସହ ଏଥିପାଇଁ କଣ ଦଣ୍ଡ ବିଧାନ ଅଛି ସେ ସଂର୍ପକରେ
ଆଲୋଚନା ମାଧ୍ଯମରେ ସୁଚନା ଦେଇଥିଲେ ଏହି ଶିବିରରେ ଉପଜିଲ୍ଲାପାଳ ଅଫିସ,ବ୍ଲକ ଅଫିସ ଡିଏଫଓ ଅଫିସ ଓ ତହସିଲ
ଅଫିସ ର ସମସ୍ତ କର୍ମଚାରୀ ମାନେ ଯୋଗଦଇଥିଲେ ଏହି ଶିବିର
ପରିଚାଳନାରେ ଓକିଲ ରାଜେନ୍ଦ୍ରେ ବୈଠାରୁ ଭବାନୀ ଶଙ୍କର ପଣ୍ଡା ସହୋଯୋଗ କରିଥିଲବେଳେ ଓକିଲ ସୁଜିତ କୁମାର ପ୍ରଧାନ ଧନ୍ଯବାଦ
ଦେଇଥିଲେ ସମ୍ବଲପୁରରୁ ରବିନ୍ଦ୍ର ନାଥ ପ୍ରଧାନ
.