ପାଣୀ ଡେକଚିରେ ପଡି୨ବର୍ଷର ଶିଶୁକନ୍ଯାର ମ୍ରୁତ୍ଯୁ
ସମ୍ବଲପୁର-(ସାଆ.ମି) ତା-୧୯/୧୦ ପାଣୀ ଡେକଚିରେ ପଡି ୨ବର୍ଷର ଶିଶୁକନ୍ଯା ର ମ୍ରୁତ୍ଯୁ ଏଭଳି ଅଭାବନୀୟ ଘଟଣା ଘଟଛି ରେଢାଖୋଲ
ଏନଏସି ରଦେହୁରୀ ସାହିରେ ଘଟଣାରୁ ପ୍ରକାଶଯେ ବିବେକା ନନ୍ଦ ବେଉରା ଓ ଶୁଭସ୍ମିତା ବେଉରାଙ୍କ ୨ବର୍ଷର ସାନଝିଅ ବନ୍ଯ ନିବେଦିତା ବେଉରା ସକାଳେ ଆଜିଘରେ ଖେଳୁ ଥିବା ସମୟରେ ଘରେଥିବାଏକ
ପାଣୀ ଡେକଚିରେ ପଡିଯାଇ ଥିଲେ ଏହି ସମୟରେ ବାପା ବାଡିପଟେ କାମକରୁ ଥିବାବେଲଳେ ମା ରୋଷେଇ କରୁଥଲେ ବଡଝିଅ ସ୍କୁଲକୁ
ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସାନଝିଅକୁ ନପାଇ ସାହି ପଡିଶା ସମସ୍ତେ ଖୋଜା ଖୋଜି କରି ବହୁ ବିଳମ୍ବ ପରେ ପାଣୀ ଡେକଚିରୁ ଉଦ୍ଧାର କରି ଡାକ୍ତର ଖାନାକୁ ନେଇଥିଲେ ଡାକ୍ତର ତାକୁ ମ୍ରୁତଘୋଷଣା କରଥିଲେ
ସମ୍ବଲପୁରରୁ ରବିନ୍ଦ୍ର ନାଥ ପ୍ରଧାନ