ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲରେତାଲା ମାରିଲେ ଅଭିଭାବକ ଓ ଛାତ୍ରଛାତ୍ରୀ
ସମ୍ବଲପୁର-ସା.ଆ.ମି ତା-୧୪/୧୦ ନାକ୍ଟିଦେଉ ବ୍ଲକ ଅର୍ନ୍ତଗତସରକାରୀ
ଉଚ୍ଚ ପ୍ରାଥମିକ ସ୍କୁଲମାଛୁଡିହରେ ଗତକାଲି ତାଲାମାରି ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ୧୦୩ ଜଣ ଛାତ୍ରଛାତ୍ରୀ ପାଠ ପଢୁ ଅଛନ୍ତି ପୂର୍ବରୁ ଏଠାରେ ୫ଜଣ ଶିକ୍ଷକ ଥାଇ ସୁଚାରୁ ଭାବରେ ଶିକ୍ଷା ଦାନ କରୁୁଥିବା ବେଳେ ୫ଜଣ ଶିକ୍ଷକଙ୍କ ମଧ୍ଯରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଓ ଅନ୍ଯ ଜଣେ ଶିକ୍ଷକଙ୍କୁ
ଅନ୍ଯତ୍ର ବଦଳି କରାଯାଇଛି ଫଳରେ ୮ଟିଶ୍ରେଣୀକୁ ପାଠ ପଢାଇବାରେ
ବ୍ଯାଘାତ ସ୍ରୁଷ୍ଟି କରୁଛି ଏନେଇ ଗତ ୨ତାରିଖରେ ନାକ୍ଟିଦେଉଳ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଉଦେଶ୍ଯରେ ଜିଲ୍ଲା ପାଳଙ୍କ ଉଦେଶ୍ଯରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ