ଚାଷ ଜମି ଉପରେ ଜଳ ନିଷ୍କାସନ କାରଣରୁ ସାଧାରଣ ରେ ଜନ ଅସନ୍ତୋଷ
ହିନ୍ଦୋଳ ତା ୦୪.୦୯.୨୩(ସା.ଆ. ମି)ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରୁଙ୍ଗଟା ମାଇନ୍ସର ଦୂଷିତ ଜଳ ନିଷ୍କାସନ ନିମନ୍ତେ କୌଣସି ସ୍ଥାୟୀ ପ୍ରତିକାର ନଥିବାରୁ ଚାଷ ଜମି ଉପରେ ଜଳ ନିଷ୍କାସନ କାରଣରୁ ସାଧାରଣ ରେ ଜନ ଅସନ୍ତୋଷ ଦେଖା ଦେଇଥିଲା ଏହାର ପ୍ରତିବାଦ ରେ ଗାଲପଡା, ବେରୁଆଁପାଳ ର ପ୍ରଜାମାନେ ବାରମ୍ବାର ଅଭିଯୋଗ କରି ଆସିଛନ୍ତି ତାହାର ପ୍ରତିକାର ପାଇଁ ଆଜି ପ୍ରକଳ୍ପ ନିର୍ଦ୍ଦେଶକ,କୃଷି ପ୍ରଯୁକ୍ତି ବିଦ୍ୟା ପରିଚାଳନା ସଂସ୍ଥା,ହିନ୍ଦୋଳ ତହସିଲଦାର, ଆର ଆଇ ପାଇକ ପୁରୁଣା କୋଟ ଉପସ୍ଥିତିରେ ଆଲୋଚନା ଅନୁଷ୍ଠିତ ହୋଇଅଛି, ହିନ୍ଦୋଳ ରୁ ଦୁଷ୍ମନ୍ତ କୁମାର ମହାପାତ୍ର,ସାରାଆକାଶ