କଟକ ବଡ଼ ମେଡିକାଲ ଡେଙ୍ଗୁ ୱାର୍ଡର ବିଚିତ୍ର ନୀତି ଆଉ ନିୟମରେ ଚାଲିଛି

0

କିଶନନଗର 03.09 (ସା.ଆ.ମି) କଟକ ମେଡିକାଲ ରେ ଏବେ ବହୁ ଡେଙ୍ଗୁ ରୋଗୀଙ୍କର ଚିକିତ୍ସା ଚାଲିଛି | କିନ୍ତୁ ଗୋଟିଏ ୱାର୍ଡରେ 80 ରୁ 100 ଜଣ ଡେଙ୍ଗୁ ରୋଗୀରେ ଜଣେ ନର୍ସିଂ ଅଫିସର,କେମିତି ସବୁ ରୋଗୀଙ୍କ କଥା ବୁଝିବେ? ଅନ୍ୟ ବିଭାଗରୁ ନର୍ସିଂ ଷ୍ଟାଫ ଆଣି ସୁପରିଚାଳନା କରାଯାଇ ପାରନ୍ତା | ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ନର୍ସିଂ ସୁପରିଡେଣ୍ଟଙ୍କ ର ପରିଚାଳନାରେ ତ୍ରୁଟି | ଲାଞ୍ଚ ନେଇ ସୁବିଧା ମୁତାବକ ଡ଼ିଉଟି ଦେଲେ ଏଭଳି ସମସ୍ୟା ଲାଗି ରହିବା ସ୍ୱାଭାବିକ | ଏଭଳି ଲାଞ୍ଚୁଆ ଲୋକଙ୍କ ଉପରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ ନଚେତ ସ୍ୱାସ୍ଥ୍ୟ ସେବାର ଲଙ୍ଗଳା ଚିତ୍ର ଆଗକୁ ଭୟଙ୍କର ରୂପ ନେବାକୁ ବେଶୀ ସମୟ ଲାଗିବ ନାହିଁ |


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?