ପୁଅ ପାଇଁ ପୁରୋଧାଙ୍କ ଘରେ ସମ୍ବର୍ଦ୍ଧନାର ସୁଅ

0

ଢେଙ୍କାନାଳ, (ସା ଆ ମି ): ଚଳିତ ବର୍ଷ ପ୍ରଶାସନିକ ସେବାର ପ୍ରକାଶିତ ପରୀକ୍ଷା ଫଳାଫଳ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ବ୍ରଜ୍ଜବିହାରୀପୁର ଗ୍ରାମ ବେଣୁଧର ଶତପଥୀ ଓ ରୀନା ଦାଶଙ୍କ ପୁତ୍ର ଶୁଭମ ଶୁଭାଶିଷ ଛବିଶତମ ସ୍ଥାନ ଅଧିକାର କରି ଢେଙ୍କାନାଳ ମାଟିର ଗୌରବ ରକ୍ଷା କରିଥିବାରୁ ଗ୍ରାମବାସୀ, ସହପାଠୀ, ନୟାଭାଗିରଥିପୁର ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି l ଆଜି ଅପରାହ୍ନରେ ଓଡାପଡା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ଓ ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ, ଅନନ୍ତ ନନ୍ଦ ଓ ବୁଦ୍ଧିଜୀବୀମାନେ ଶୁଭାଶିଷଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଉତ୍ତରୋତ୍ତର ମଙ୍ଗଳ କାମନା କରିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?