ସମ୍ବଲପୁର,୨ା୮(ସା.ଆ.ମି .): ମଙ୍ଗଳବାରଠାରୁ ନାକଟିଦେଉଳ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଏହି ଅଞ୍ଚଳରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି। ଯଦି ଉପରମୁଣ୍ଡରେ ବର୍ଷା ନ କମେ ତେବେ ନାକଟିଦେଉଳ ଅବସ୍ଥା ବେହାଲ ହୋଇ ପଡ଼ିବା ସାଙ୍ଗକୁ ବନ୍ୟା ହେବାର ଆଶଙ୍କା ବୃଦ୍ଧି ପାଇଛି। ଏନେଇ ଲୋକେ ଚିନ୍ତାରେ ପଡ଼ିଛନ୍ତି।
Post Views: 327