ଢେଙ୍କାନାଳ ଉପଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଙ୍କ ଜନଅଭିଯୋଗ ଶୁଣାଣି

0

ଢେଙ୍କାନାଳ ତା 31.07.23(ସା ଆ ମି )ଢେଙ୍କାନାଳ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସରୋଜକୁମାର ସେଠୀଙ୍କ
ଅଧ୍ୟକ୍ଷତାରେ ଜନଅଭିଯୋଗ ଶୁଣାଣି
ହୋଇଥିଲା!ସୂଚନା ଅନୁଯାଇ 199ଟି ଅଭିଯୋଗ ପଞ୍ଜିକରଣ କରାଯାଇଥିଲା!ବ୍ୟକ୍ତିଗତ 184ଟି ଅଭିଯୋଗ ଥିବାବେଳେ 08ଗୋଟି ଅଭିଯୋଗ ଗୋଷ୍ଠୀସ୍ଥରରଓ 07ଗୋଟିଅଭିଯୋଗ ମୁଖ୍ୟ ମନ୍ତ୍ରୀ ରିଲିଫପାଣ୍ଠି ପ୍ରାପ୍ତ ଯୋଗ୍ୟ ଥିଲା!
29ଟି ଅଭିଯୋଗ ଶିବିରରେ ସମାଧାନ କରାଯାଇଥିବା ବେଳେ
ସାତ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ପଞ୍ଚସ୍ତରୀ ହଜାର ଟଙ୍କା ନଗଦ ସହାୟତା ରାଶିଯୋଗାଇ ଦିଆଯାଇଛି!
ଶିବିରରେ ଆରକ୍ଷୀ ଅଧିକାରୀ ଜ୍ଞାନରଞ୍ଜନ ମହାପାତ୍ର, ଜିଲ୍ଲାଚିକିତ୍ସାଅଧିକାରୀ ଅଶୋକ କୁମାର ଦାସ, ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଶିବିରରେ ଯୋଗଦେଇଥିଲେ!
ଢେଙ୍କାନାଳରୁ
ଜଗନ୍ନାଥ ନାୟକ
ସାରାଆକାଶ.


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?