ଆଉ ସପ୍ତାହେ ପରେ ବିଦ୍ୟାଳୟ ଖୋଲିବାକୁ ଅନୁରୋଧପତ୍ର ପ୍ରଦାନ

0

ସମ୍ବଲପୁର,(ସା.ଆ.ମି)
ସମ୍ବଲପୁର ଜିଲ୍ଲାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇ ୪୪ଡିଗ୍ରୀ ଉପରେ ରହୁଥିବାରୁ ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ
ଅତିକମରେ ଆଉ ସପ୍ତାହେ ପରେ
ବିଦ୍ଯାଳୟ ଖୋଲାଯିବା ପାଇଁ
ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ)
ପକ୍ଷରୁ ସଂଘର ସଭାପତି ପ୍ରମୋଦ
କୁମାର ପ୍ରଧାନ ଓ ସଂଘର କର୍ମକର୍ତ୍ତା
ରଞ୍ଜନକୁମାର ବେହେରା ସମ୍ବଲପୁର
ଜିଲ୍ଲାପାଳଙ୍କୁ ଏକ ଅନୁରୋଧ ପତ୍ର
ପ୍ରଦାନ କରିଥିବା ଜଣାପଡିଛି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?