ଗଭୀର କୂପଖନନ ବାକିଆ ଟଙ୍କା ପାଇନଥିବା ଅଭିଯୋଗ

0

ସମ୍ବଲପୁର, (ସା.ଆ.ମି) : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗଭୀର ଖୋଲା କୂପ ଖନନ ପାଇଁ ସମ୍ବଲପୁର ଜିଲ୍ଲା ବଳମ ପଞ୍ଚାୟତର ବିର୍ସା ସିଂ ଓ ରଙ୍ଗଲାଲ ସିଂ ଗଭୀର ଖୋଲାକୂପ ଖନନ ପାଇଁ ୨୦୧୯ -୨୦ ଆର୍ଥିକ ବର୍ଷରେ ନାକ୍ଟିଦେଉଳ ବ୍ଲକ କାର୍ଯ୍ୟ କାର୍ଯ୍ୟାଦେଶ ପାଇ ସରକାରଙ୍କ ନିୟମ ମୁତାବକ କୂପ ଖନନ କାର୍ଯ୍ୟ ଶେଷ ହୋଇ ଥିଲେ ମଧ୍ୟ ଅଟକଳ ବ୍ୟୟ ୧ଲକ୍ଷ ୬୦ ହଜାର ଟଙ୍କା ରୁ ୮୦ହଜାର ଲେଖାଁଏ ଉକ୍ତ ଦୁଇଜଣ ପାଇଥିବା ବେଳେ ଅବଶିଷ୍ଟ ବାକି ଟଙ୍କା ପାଇବା ପାଇଁ ବ୍ଲକ କାର୍ଯ୍ୟାଳୟକୁ ବାମ୍ବାର ଦୌଡିଦୌଡି ନୟାନ୍ତ ହୋଇପଡିଥିଲେ ମଧ୍ୟ ବ୍ଲକ ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ହେଉଛି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?