ବକେୟା ପାଉଣା ପାଇବାରୁ କର୍ମଚାରୀ ବଞ୍ଚିତ : ସରକାରଙ୍କ ନିଘା ନାହିଁ
ଓଡ଼ାପଡ଼ା, (ସା.ଆ.ମି) : ଓଡ଼ାପଡ଼ା ସମନ୍ୱିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟରତ ୨୯୮ ଜଣ କର୍ମୀଙ୍କ ମଧ୍ୟରୁ ୨୬୦ ଜଣ କର୍ମୀଙ୍କୁ ୨୦୨୧ ମସିହା ଫେବୃଆରୀ ମାସର ପାଉଣା ଏ ପର୍ଯ୍ୟନ୍ତ ନପାଇ ଦୁଃଖରେ ଅଛନ୍ତି, ଏଥିପ୍ରତି ସରକାରଙ୍କ ନିଘା ନାହିଁ lଏଣୁ ବକେୟା ପାଇ ନଥିବା ସମସ୍ତ କର୍ମୀ, ବକେୟା ପ୍ରାପ୍ୟ ପ୍ରଦାନ ନିମନ୍ତେ ବିଭାଗୀୟ ଅଧିକାରୀ ଏବଂ ସରକାରଙ୍କୁ ଅନୁରୋଧ କରିଛନ୍ତି l