ମେଘା କମ୍ପାନୀ ରେ କାମକରି ଦୁଇ ଠିକା ସଂସ୍ଥା ଦେବାଳିଆ
ଯାଜପୁର :07.05 (ସା.ଆ.ମି) ମେଘା କମ୍ପାନୀ ରେ କାମକରି ଦୁଇ ଠିକା ସଂସ୍ଥା ଦେବାଳିଆ ପୁନଶ୍ଚ ଆମରଣ ଅନଶନ ପାଇଁ ଜିଲ୍ଲାପାଳ ଙ୍କୁ କଲେ ଗୁହାରୀ ସୂଚନା ଅନୁଯାଇ ଜାନୁଆରୀ ମାସ 2022 ମସିହା ରେ RWSS ଠାରୁ ଠିକା ପାଇଥିବା megha Inginearing & Infrastructure ltd ଠାରୁ ତ୍ରିଶକ୍ତି ଫାଉଣ୍ଡେସନ ସସ୍ମିତା ଏଣ୍ଟର ପ୍ରାଇଯେସନାମକ ଦୁଇଟି ଠିକା ସଂସ୍ଥା ୱାର୍କ ଅର୍ଡ଼ର ପାଇ ବିଂଝାରପୁର ଓ ଯାଜପୁର ବ୍ଲକ ର ବିଭିନ୍ନ ସ୍ଥାନ ରେ ପାଣି ଟାଙ୍କି କାମ କରିଆସୁଥିଲେ ପ୍ରକଳ୍ପ କାମ ଅଧାରୁ ଅଧିକ କରିସାରିଥିଲେ ମଧ୍ୟ ମେଘା କମ୍ପାନୀ ପେମେଣ୍ଟ ନ ଦେଇ ବିଭିନ୍ନ ଆଳ ଦେଖାଇ କାମ ରୁ ଅନ୍ତର କରିଦେଲା ହେଲେ ବକେୟା ରାଶି ଦେବାର ନାଁ ଧରିଲାନି! ଦୁଇ ଠିକା ସଂସ୍ଥା ର ପ୍ରୋପାଇଟର ସବୁ ଅଫିସ ଦୌଡ଼ି ଦୌଡି ନୟାନ୍ତ ପଡିଲେ ହେଲେ ତାଙ୍କ କଥାକୁ କମ୍ପାନୀ କତୃପକ୍ଷ କିଛି ଶୁଣିନଥିଲେ ଶେଷରେ ବାଧ୍ୟହୋଇ ଗତ ମାସ 22ତାରିଖ ରେ ଠିକା ସଂସ୍ଥା ର ଦୁଇ ପରିବାର ନିଜ ପିଲାଛୁଆ ଙ୍କୁ ଧରି ଯାଜପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଧାରଣା ଦେଇଥିଲେ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଫଳରେ ମେଘା କମ୍ପାନୀ କତୃପକ୍ଷ ଧାରଣା ସ୍ଥଳରେ ପହଞ୍ଚିଥିଲେ ଦୁଇ ତିନି ଦିନ ଭିତରେ ସବୁ ସମାଧାନ ହୋଇଯିବ ବୋଲି ପ୍ରତିଶୃତି ଦେଇଥିଲେ!ଇତି ମଧ୍ୟରେ ଷୋଳଦିନ ବିତିଗଲାଣି ନା କିଛି ଶୁଣିଲେ ନା କିଛି କଲେ ଶେଷରେ ବାଧ୍ୟ ହୋଇ ଆସନ୍ତା ନ
9ତାରିଖ ରୁ ଦୁଇ ଠିକା ସଂସ୍ଥା ର ପରିବାର ପୁନର୍ବାର ଜିଲ୍ଲାପାଳ ଙ୍କ କାର୍ଯ୍ୟା ଲୟ ଆଗରେ ଆମରଣ ଅନଶନ ଓ ଧାରଣା ରେ ବସିବେ ବୋଲି ଲିଖିତ ଆକାରରେ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି