ରାସ୍ତାର ଶୋଚନୀୟ ଅବସ୍ଥା

0

କିଶୋରନଗର 14.09(ସା.ଆ.ମି)ଗ୍ରାମପଞ୍ଚାୟତ ହୁଲିପୁର ଗ୍ରାମର ଦୁଇ ନମ୍ବର ୱାର୍ଡ ମଝି ସାଇର ରାସ୍ତା ଗୋଟିଏ ଦିନ ବର୍ଷାରେ ଅବସ୍ଥା ଶୋଚନୀୟ ହୋଇପଡିଛି |ଲୋକଙ୍କୁ ପାଣିରେ ପଶି ଯିବା ଆସିବା ପାଇଁ ପଡୁଛି | ଯଦି ଆଗକୁ ଅଧିକା ବର୍ଷା ହେଲା ଏହି ରାସ୍ତାରେ ଯିବା ଆସିବା ଅସମ୍ଭବ | ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ସାଇ ବାସିନ୍ଦା ଙ୍କ ଅନୁରୋଧ |


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?