ବାବା ଆଖଣ୍ଡଳମଣୀଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଭାସୁଛନ୍ତି ମଲା ମାଛ

0

ଭଦ୍ରକ: ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଭାସୁଛନ୍ତି ବଡ଼ବଡ଼ ମାଛ  । ଗୋଟିଏ ଗୋଟିଏ ମାଛର ଓଜନ ୫ରୁ ୬କିଲୋଗ୍ରାମ । ଭାସୁଥିବା ମାଛକୁ ଧରିନେଉଛନ୍ତି ସ୍ଥାନୀୟ ଲୋକ । କେହି ଦୁର୍ବୁତ୍ତ ପୋଖରୀରେ ବିଷ ପକାଇବା ବା ଚିଙ୍ଗୁଡ଼ିଘେରିରର ରସାୟନିକ ପାଣି ଜୁଆର ସମୟରେ ପ୍ରବେଶ କରି ଏଭଳି ହୋଇଥିବା ଆଶଙ୍କା କରାଯାଉଛି  । ବିଷକ୍ରିୟା ଯୋଗୁ ମାଛ ଗୁଡ଼ିକ ସଜ୍ଞାହୀନ ହୋଇ ଭାସୁଥିବା ଜଣାପଡ଼ିଛି  । ଏନେଇ ଆରଡି ଫାଣ୍ଡିରେ ଅଭିଯୋଗ କରିଛି ମନ୍ଦିର ପ୍ରଶାସନ । ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ମାଛ ଧରିବାକୁ ବାରଣ କରାଯାଇଛି  ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?