ବେଳାଭୂମିରୁ ସଂଦିଗ୍ଧ ବିଦେଶୀଙ୍କୁ ଧରିନେଇଛି ପୁଲିସ୍
ପୁରୀ: ପୁରୀ ବେଳାଭୂମିରେ ବୁଲୁଥିବା ଜଣେ ବିଦେଶୀ ଯୁବକ କ୍ଷତାକ୍ତ ଯୁବକକୁ ସମୁଦ୍ରକୂଳ ଥାନା ପୁଲିସ ଧରିନେଇଛି। ସେ କିର୍ଗିଜସ୍ତାନର ରାଜଧାନୀ ବିସ୍କେକ୍ ଉଲୁ ଉଲୁକବେକ୍ ବୋଲି ପରିଚୟ ଦେଇଛନ୍ତି। ତାଙ୍କ ଭିସା ଅବଧି ସରିଯାଇଥିବା ବେଳେ ଭିସା କିମ୍ବା ପାସ୍ପୋର୍ଟ ନାହିଁ। ଏହା ଚୋରି ହୋଇଯାଇଛି ବୋଲି ସେ କହିଛନ୍ତି। ତେବେ ଏହି ବିଦେଶୀ ନାଗରିକ ଦେଇଥିବା ବୟାନ କେତେଦୂର ସତ୍ୟ, ସେନେଇ ପୁଲିସ ତଦନ୍ତ କରୁଛି।