କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିରେ ଚାଲିଛି କଂକ୍ରୀଟ ରାସ୍ତା କାମ

0

ସମ୍ବଲପୁର,ତା୨୭-୫-୨୦୨୩ (ସା.ଆ.ମି.)
୨୦୨୧/ ୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୫ଲକ୍ଷ୍ଯଟଙ୍କା ବେୟ ଅଟକଳରେ ନାକ୍ଟିଦେଉଳ ବ୍ଲକ ମହୁକୁଦ ଘାସିପଡା ଠାରୁ ମଲ୍ଲୀକୁଦ ରାସ୍ତା ଉନ୍ନତିକରଣ କାର୍ଯ୍ଯରେ ଅନିୟମିତତା କରାଯାଇ ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହୋଇଥିବା ବେଳେ
ଚଳିତ ୨୦୨୩ ଆର୍ଥିକ ବର୍ଷରେ ଜିଲ୍ଲା ପରିଷଦ


ପାଣ୍ଠିରୁ ୨ ଲକ୍ଷ୍ଯ ଟଙ୍କା ବ୍ଯୟରେ ୨୭ତାରିଖ ଶନିବାର ଦିନ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଉକ୍ତ
ରାସ୍ତାରେ କଂକ୍ରିଟ କାମ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶପାଇଛି


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?