ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର

0


ସମ୍ବଲପୁର: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ
ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ
କମିଶନର ଅନୁଦାନର ୨୦୨୨-୨୦୨୩ ଓ ୨୦୨୩-୨୦୨୪ ଆର୍ଥିକ ବର୍ଷର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ନାକ୍ଟିଦେଉଳ ପଞ୍ଚାୟତ ସମିତି ଅଫିସ ପରିସର ସ୍ଥିତ ସଭାଗୃହ ଠାରେ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଅମ୍ରୁସମ୍ଯାନ ବ୍ରଜେନ୍ଦ୍ର ପଣ୍ଡା ଜିଲ୍ଲା ସମୀକ୍ଷକ ଆର୍ତ୍ତତ୍ରାଣ ଶତପଥି ବିଡିଓ ବିବେକାନନ୍ଦ ସାହୁ ଏବିଡିଓ ବିଦ୍ଯାଧର ରାଉତରାଏ ଉପସ୍ଥିତ ରହିଥିବାବେଳେ ସଂପ୍ରୁକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ l ମନରେଗା ଯୋଜନାରେ ୬୪୦୯ ଜଣ ଜବକାର୍ଡଧାରୀଙ୍କୁ କାମ ଯୋଗାଇ ଦିଆଯାଇ ଥିବାବେଳେ ୨୧୮ଜଣ ପରିବାର ୧୦୦ଦିନର କାମ କରିଥିବା ଜଣାପଡିଛି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?