ହୁଲିପୁର ବାଲିଘାଟରେ ଡ଼ଙ୍ଗୀ ସାହାଯ୍ୟରେ ବାଲି ଉଠୁଛି

0

କିଶନନଗର : କିଶନନଗର ତହସିଲ ଅନ୍ତର୍ଗତ କିଶୋରନଗର ଗ୍ରାମ ପଞ୍ଚାୟତ ହୁଲିପୁର ଗ୍ରାମର ଗିରିଧାରୀ ମଠ ଗଡା଼ରେ ହୁଲିପୁର ବାଲି ଘାଟ I ଏହି ଘାଟରେ ବାଲି ଉଠୁଥିବା ସ୍ଥାନରେ ନଦୀ ପାଣି ଆସିଯିବାରୁ ଏବେ ନଦୀର ପଠାକୁ ହିଟାଚି ମେସିନର ସାହାଯ୍ୟରେ କଟାଯାଇ ବାଲି ଉଠୁଛି ଯାହା ପୁରା ପୁରି ନିୟମ ବିରୁଦ୍ଧ କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜିଛି I ଘାଟରେ ଏବେ ଡ଼ଙ୍ଗୀ ପଡି ବାଲି ଉଠା ଚାଲିଛି I ପ୍ରଶାସନ ଡ଼ଙ୍ଗୀ ରେ ବାଲି ଉଠାଇ ବାକୁ ଅନୁମତି ଦେଇଛନ୍ତି କି? ଯଦି ଅନୁମତି ନାହିଁ ତେବେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ଅନୁରୋଧ |


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?