ରାସ୍ତାକଡ଼ରୁ ମାଂସକଟା ବନ୍ଦ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

0

ଢେଙ୍କାନାଳ,୧୫ା୭(ସା.ଆ.ମି.): ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି ଗାୟତ୍ରୀ ଆଶ୍ରମର ପ୍ରତିଷ୍ଠାତା ଏବଂ ଶ୍ରୀ ଜଗନ୍ନାଥ ପୁରୀଙ୍କ ପୁସ୍ତକ ଲେଖକ ପଣ୍ଡିତ ଭାସ୍କର ଜୀ।

ସୂଚନା ଯେ, ରାସ୍ତାକଡ଼ରେ ମାଂସ କଟା ଯାଉଥିବାରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶନିବାର ବାଧ୍ୟ ହୋଇ ମାଂସ କଟା ବନ୍ଦ କରିବା ପାଇଁ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଯଦି ଏହି ମାଂସ କଟା ୧୫ ଦିନ ମଧ୍ୟରେ ବନ୍ଦ ନ କରାଯାଏ ତେବେ ସେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?