ରାଜରାସ୍ତାକୁ ଓଲ୍ହାଇବେ ଗ୍ରାମବାସୀ

0

ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ
ଦଣ୍ଡମୁକ୍ତ ଶିକ୍ଷା ସହ ଛଅରୁ ଚଉଦ ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଶିକ୍ଷା

ଢେଙ୍କାନାଳ : ଯୋଜନା ଆଦି ସରକାରଙ୍କ ଯୋଜନା ରହିଛି I କୋମଳମତି ପିଲାମାନଙ୍କ ସୁରକ୍ଷିତ ଅଧ୍ୟୟନ ନିମନ୍ତେ ଗ୍ରାମମାନଙ୍କରେ ସରକାର ବିଦ୍ୟାଳୟ ସ୍ଥାପନ କରିଥାନ୍ତି I ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅଞ୍ଚଳ ଚକ୍ରଧରପୁର ଠାରେ 1985ମସିହାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା I ଦୁଇବର୍ଷ ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଗ୍ରାମଠାରୁ ପାଞ୍ଚ କିଲୋମିଟର ଦୂର ବରିହାପୁର ସରକାରୀ ବିଦ୍ୟାଳୟ ସହ ସାମିଲ କରିଦିଆଯାଇଛି I
ଜଙ୍ଗଲରାସ୍ତା, ହାତୀ, ବନ୍ୟପ୍ରାଣୀଙ୍କ ଭୟ, ରେଳରାସ୍ତା, ନାଳ ଆଦିପିଲାଙ୍କ ଜୀବନପ୍ରତୀ ବିପଦ ସତ୍ୱେ କିଛିପିଲା ବିଦ୍ୟାଳୟ ଶିକ୍ଷାରୁ ବିରତ ହେବାରୁ ଗ୍ରାମବାସୀ ବିଭାଗୀୟ କର୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରାଇଥିଲେ ମଧ୍ୟ୍ ଏପର୍ଯ୍ୟନ୍ତ ପ୍ରଶାସନ କୌଣସି ନ୍ୟାୟ ପ୍ରଦାନ କରିନଥିବାରୁ ଗ୍ରାମବାସୀ
ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି I


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?