ହୁଲିପୁର ଘାଟ ପାଇଁ ନିୟମ ସବୁ ପାଣିର ଗାର ସଦୃଶ୍ୟ

0

କିଶନନଗର : କିଶନନଗର ତହସିଲ ଅଧିନସ୍ଥ ହୁଲିପୁର ବାଲି ଘାଟରେ ବିନା ୱାଇ ଫର୍ମରେ ବାଲି ଉଠୁଛି | ନଦୀରେ ପାଣି ଆସିଯିବାରୁ ଏବେ ନଦୀପଠାକୁ ହିଟାଚି ମେସିନ ସାହାଯ୍ୟରେ କାଟି ବାଲି ଉଠାଯାଉଛି ଯାହା ପୁରା ପୁରି ନିୟମ ବିରୁଦ୍ଧ | ଏବେ କିଛି ଦିନ ହେବ ନଦୀ ପଠାକୁ କାଟି ବାଲି ଉଠୁଥିବାରୁ ବଡ ବଡ ଗାତ ଅତରାରେ ଦେଖାଦେଇଛି | ଏହା ଫଳରେ କିଶୋରନଗର ଗ୍ରାମ ପଞ୍ଚାୟତର ଅଧିବାସୀ ଭୟଭିତ ଅବସ୍ଥାରେ ଅଛନ୍ତି |ଯଦି ନଦୀରେ ବଡ ବନ୍ୟା ଆସେ ତାହା ଭୟଙ୍କର ରୂପ ନେଇ ପାରେ ବୋଲି ସାଧାରଣ ଲୋକେ ଆଶଙ୍କା କଲେଣି | ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି |


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?