ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ

0

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟlଳୟଠାରେ ବିଦ୍ୟୁତ ଉପଭୋକ୍ତାମାନଙ୍କ ପାଇଁ ଆଜି ଆପ୍ ରାଜ ରାସ୍ତାରେ l ଯାହା ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର ମୂଖ୍ୟ ସମସ୍ୟାl ଅହେତୁକ ବିଦ୍ୟୁତ କାଟ,ଲୋ ଭଲୋଟେଜ୍ ପରି ଅନେକ ଅବ୍ୟବସ୍ଥା ମଧ୍ୟରେ ଢେଙ୍କାନାଳ ଜିଲ୍ଲା ବିଦ୍ୟୁତ ବିଭାଗ ଚାଲିଛି l ସବୁଠାରୁ ବଡ଼ କଥା ଅନ୍ୟ ରାଜ୍ୟ ଆମଠାରୁ ବିଦ୍ୟୁତ କିଣୁଛନ୍ତି ଏବଂ ଆମ ଠାରୁ କମ୍ ଦରରେ ଉପଭୋକ୍ତାଙ୍କୁ ଦେଉଛନ୍ତି ଏବଂ ୨00 ୟୁନିଟ ଯାଏ ଛାଡ ପାଇଁ ଆଜିର ଏ ସାମ୍ବାଦିକ ସମ୍ମିଳନୀ କରାଯାଇଛି l ଏଥିରେ ଜିଲ୍ଲା ସଭାପତି ପଙ୍କଜ ନାୟକ, ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ l ଏବେ ଦେଖିବାକୁ ବାକି ରହିଲା କେଉଁଦିନ ସରକାର ଏ ବିଷୟରେ ଦୃଷ୍ଟି ଆକର୍ଷଣ କରୁଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?